ରାସନ୍ କାର୍ଡ ନ ଥିଲେ ବି କିରାସିନି ମିଳିବ

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶରେ ଲକ୍‌ ଡାଉନ୍ ଜାରି ଥିବାରୁ କିରାସିନି ‌ଯୋଗାଣ ସମ୍ପର୍କରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାସନ୍ କାର୍ଡ ନ ଥିଲେ ବି ଘରୋଇ ବ୍ୟବହାର ନିମନ୍ତେ ଖାଉଟିମାନଙ୍କୁ କିରାସିନି ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରେ ଜିଲ୍ଲାରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର୍‌ ଲେଖାଏ କିରାସିନି ଯୋଗାଇ ଦିଆଯିବ ବୋଲି ଖାଦ୍ୟ … Continue reading ରାସନ୍ କାର୍ଡ ନ ଥିଲେ ବି କିରାସିନି ମିଳିବ